Poverty reduction in India – how real is it? ।। ଭାରତରେ ଦାରିଦ୍ର୍ୟ ହ୍ରାସ – କେତେ ବାସ୍ତବ ?

ନିକଟରେ ବିଶ୍ୱ ବ୍ୟାଙ୍କ ତରଫରୁ ପ୍ରକାଶ ପାଇଛି ଭାରତରେ ଗରିବୀ ହ୍ରାସ ସମ୍ବନ୍ଧିତ ରିପୋର୍ଟ । ଏହା ଉଲ୍ଲେଖ କରିଛି ଯେ ଭାରତର ମୁଣ୍ଡ-ଗଣତି ଗରିବୀ ଗଣନା ୨୦୨୨-୨୩ରେ ମୋଟ ଜନସଂଖ୍ୟାର ୫.୩ ପ୍ରତିଶତ  ଥିଲା । ୨୦୧୧-୧୨ରେଏହି ସଂଖ୍ୟା  ୨୭.୧ ପ୍ରତିଶତ ଥିଲା । ଏ ଦୁଇଟିଯାକ ସଂଖ୍ୟା ଦର୍ଶାଉଛି ଯେ ମାତ୍ର ଏକ ଦଶନ୍ଧିର ସମୟ ଭିତରେ ୧୭୧ ନିୟୁତ ବା ସତର କୋଟି ଭାରତୀୟଙ୍କୁ ଦାରିଦ୍ର୍ୟର ପଞ୍ଝାରୁ ବାହାର କରାଯାଇଛି । ମୋଟାମୋଟି … Continue reading Poverty reduction in India – how real is it? ।। ଭାରତରେ ଦାରିଦ୍ର୍ୟ ହ୍ରାସ – କେତେ ବାସ୍ତବ ?