ସୁଲଭ ମୂଲ୍ୟ ଦୋକାନରେ କାର୍ଯ୍ୟକ୍ଷମ ହେବ ୩୫ ପୋଷଣ କେନ୍ଦ୍ର

Poshan Kendras: ଏହି କେନ୍ଦ୍ରଗୁଡିକ ମୂଳତଃ ରାସନ ଦୋକାନ, ଯାହା ପୋଷଣ ସଚେତନତାକୁ ପ୍ରୋତ୍ସାହିତ କରିବା ଏବଂ ରିହାତି ଦରରେ ବ୍ୟାପକ ପ୍ରକାରର ଉତ୍ପାଦ ପ୍ରଦାନ କରିବା ଗରିବ ଓ ନିମ୍ନ ମଧ୍ୟବିତ୍ତ ଆୟବର୍ଗଙ୍କୁ ରିହାତି ଦରରେ ଅତ୍ୟାବଶ୍ୟକ ପୁଷ୍ଟିକର ସାମଗ୍ରୀ ଯୋଗାଇଦେବା ପାଇଁ ରାଜ୍ୟ ସରକାର ରାଜ୍ୟର ବଛାବଛା ସୁଲଭ ମୂଲ୍ୟ ଦୋକାନରେ ‘ପୋଷଣ କେନ୍ଦ୍ର’ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ପାଇଲଟ୍ ପ୍ରୋଜେକ୍ଟ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର … Continue reading ସୁଲଭ ମୂଲ୍ୟ ଦୋକାନରେ କାର୍ଯ୍ୟକ୍ଷମ ହେବ ୩୫ ପୋଷଣ କେନ୍ଦ୍ର