ସୋସିଆଲ ମିଡିଆରେ ମିଳୁଥିବା ଲୋକପ୍ରିୟତା କଦାପି ବିଶ୍ୱସନୀୟତାର ପ୍ରତୀକ ନୁହେଁ: ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ || Popularity on social media is not a sign of credibility: Chief Justice Surya Kant

“ସୋସିଆଲ ମିଡିଆରେ ମିଳୁଥିବା ଲାଇକ୍, ଫଲୋଅର୍ସ କିମ୍ବା ବାହାବା କଦାପି ଜଣେ ଆଇନଜୀବୀଙ୍କ ପ୍ରକୃତ ଯୋଗ୍ୟତା, ବୃତ୍ତିଗତ ନୈତିକତା କିମ୍ବା ବିଶ୍ୱସନୀୟତାର ମାପଦଣ୍ଡ ହୋଇପାରିବ ନାହିଁ।” ନୂଆଦିଲ୍ଲୀ ସ୍ଥିତ ସୁପ୍ରିମ୍ କୋର୍ଟ ପରିସରରେ ଆୟୋଜିତ ଏକ ସ୍ୱଶେଷ ସମାରୋହରେ ନବନିଯୁକ୍ତ ‘ଆଡଭୋକେଟ୍-ଅନ୍-ରେକର୍ଡ’ (AoR) ମାନଙ୍କୁ ସମ୍ବୋଧିତ କରି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟ କାନ୍ତ ଏହି ମାର୍ମିକ ଓ ନୈତିକ ପରାମର୍ଶ ଦେଇଛନ୍ତି। ନିଜର ବୃତ୍ତିଗତ ଜୀବନରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଟୁଲ୍‌ର ବ୍ୟବହାର, ସୋସିଆଲ … Continue reading ସୋସିଆଲ ମିଡିଆରେ ମିଳୁଥିବା ଲୋକପ୍ରିୟତା କଦାପି ବିଶ୍ୱସନୀୟତାର ପ୍ରତୀକ ନୁହେଁ: ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ || Popularity on social media is not a sign of credibility: Chief Justice Surya Kant