ଇଷ୍ଟର ପାଳନର ଗୋଟିଏ ଦିନ ପରେ ୮୮ ବର୍ଷ ବୟସରେ ପୋପ୍ ଫ୍ରାନ୍ସିସଙ୍କ ପରଲୋକ
Pope Francis : ରୋମାନ କ୍ୟାଥଲିକ ଚର୍ଚ୍ଚର ପ୍ରଥମ ଲାଟିନ୍ ଆମେରିକୀୟ ନେତା ପୋପ୍ ଫ୍ରାନ୍ସିସ୍ଙ୍କର ୮୮ ବର୍ଷ ବୟସରେ ପରଲୋକ ଘଟିଛି ବୋଲି ଭାଟିକାନ୍ ସୋମବାର ଏକ ଭିଡିଓ ବିବୃତିରେ କହିଛି। ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ଏବଂ ସେ ୧୨ ବର୍ଷ ବୟସରେ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ । ଭାଟିକାନ୍ ପକ୍ଷରୁ ଟେଲିଗ୍ରାମ ଚ୍ୟାନେଲ୍ ରେ ପ୍ରକାଶିତ ବିବୃତିରେ କାର୍ଡିନାଲ୍ କେଭିନ୍ ଫାରେଲ୍ କହିଛନ୍ତି, ଆଜି ସକାଳ ୭ଟା ୩୫ମିନିଟ୍ ରେ … Continue reading ଇଷ୍ଟର ପାଳନର ଗୋଟିଏ ଦିନ ପରେ ୮୮ ବର୍ଷ ବୟସରେ ପୋପ୍ ଫ୍ରାନ୍ସିସଙ୍କ ପରଲୋକ
Copy and paste this URL into your WordPress site to embed
Copy and paste this code into your site to embed