ଡାଳିମ୍ବ ଚୋପାରେ ଏମିତି ଚା’ ତିଆରି କରି ପିଅନ୍ତୁ ।। Pomegranate Benefits
ସାଧାରଣତଃ ଆମେ ଡାଳିମ୍ବ ଖାଇ ସାରିଲେ ଏହାର ଚୋପାକୁ ଅବହେଳାରେ ଫିଙ୍ଗି ଦେଉଛୁ। କିନ୍ତୁ ଡାଳିମ୍ବ ଯେପରି ସ୍ୱାଦିଷ୍ଟ ଏବଂ ପୋଷକତତ୍ୱରେ ଭରପୂର । ସେହିପରି ଏହାର ଚୋପା ମଧ୍ୟ ଅନେକ ଔଷଧିୟ ଗୁଣରେ ଭରିଥାଏ । ଡାଳିମ୍ବରେ ଡାଏଟାରୀ ଫାଇବର, ଜିଙ୍କ, ପୋଟାସିୟମ୍, ଓମେଗା–୬ ଫ୍ୟାଟି ଏସିଡ୍ ଓ ଆଇରନ୍ ପରି ଗୁରୁତ୍ୱପୂର୍ଣ୍ଣ ପୋଷକତତ୍ୱ ଥାଏ, ଯାହା ଶରୀରରେ ରକ୍ତ ବୃଦ୍ଧି କରିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି … Continue reading ଡାଳିମ୍ବ ଚୋପାରେ ଏମିତି ଚା’ ତିଆରି କରି ପିଅନ୍ତୁ ।। Pomegranate Benefits
Copy and paste this URL into your WordPress site to embed
Copy and paste this code into your site to embed