ଭାରତୀୟ ରାଜନୀତିର ଚର୍ଚ୍ଚିତ ନାମ ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନୂଆଦିଲ୍ଲୀର ଜବାହର ଭବନରେ ସାକ୍ଷାତ କରିଛନ୍ତି ଏଆଇସିସି ରିସର୍ଚ୍ଚ ବିଭାଗର ଜାତୀୟ ସଂଯୋଜକ ଅରୋ ପ୍ରସାଦ ମିଶ୍ର। ପ୍ରାୟ ଅଧଘଣ୍ଟା ଧରି ଚାଲିଥିବା ଏହି ଆଲୋଚନାରେ ଜାତୀୟ ରାଜନୀତିର ସମସାମୟିକ ପରିସ୍ଥିତିରୁ ଆରମ୍ଭ କରି ଓଡିଶାର ବର୍ତ୍ତମାନ ସାମାଜିକ-ରାଜନୈତିକ ପରିଦୃଶ୍ୟ ପର୍ଯ୍ୟନ୍ତ ବିଭିନ୍ନ ମୁଦ୍ଦା ସ୍ଥାନ ପାଇଥିଲା। ବିଶେଷ କରି ରାଜ୍ୟରେ ନୂତନ ସରକାର ଗଠନ ପରେ ଉପସ୍ଥିତ ହୋଇଥିବା ମହିଳା … Continue reading ରାଜନୀତିରେ ଆକ୍ରୋଶ ନୁହେଁ ଧୈର୍ଯ୍ୟ ଦରକାର; ରାହୁଲ ଗାନ୍ଧୀ || Politics requires patience, not anger; Rahul Gandhi
Copy and paste this URL into your WordPress site to embed
Copy and paste this code into your site to embed