Politics over dead bodies in assembly session ! ।। ବିଧାନସଭା ଅଧିବେଶନରେ ଶବ ଉପରେ ରାଜନୀତି !

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ମାସ ପ୍ରଥମ ସପ୍ତାହରେ ହେବା ନେଇ ସୂଚନା ପାଇବା ପରେ ଉଭୟ ଶାସକ ଓ ବିରୋଧୀ ସକ୍ରିୟ ହେବାରେ ଲାଗିଛନ୍ତି । ରାଜ୍ୟର ଦୁଇ ବିରୋଧୀଦଳ ବିଧାନସଭାରେ ଏକ ନମ୍ବର ହେବା ପାଇଁ ନିଜ ନିଜ ଭିତରେ ବଳ କଷାକଷି ଆରମ୍ଭ କରିଥିବା ବେଳେ ଏମାନଙ୍କୁ ମୁକାବିଲା କରିବା ସହ ବର୍ଷକର ସଫଳତାକୁ ଲୋକଙ୍କ ଏବେଠାରୁ ବଳ ଗୋଟାଇଲେଣି ବିରୋଧୀ। ସରକାର ବଖାଣିବେ ବର୍ଷକର ସଫଳତା ଆଗରେ ରଖିବା ପାଇଁ … Continue reading Politics over dead bodies in assembly session ! ।। ବିଧାନସଭା ଅଧିବେଶନରେ ଶବ ଉପରେ ରାଜନୀତି !