ଜଗନ୍ନାଥଙ୍କୁ ନେଇ ପଶ୍ଚିମବଙ୍ଗର ପୁଣି ହୀନ ରାଜନୀତି
ସ୍ୱୟଂସିଦ୍ଧଙ୍କ ରିପୋର୍ଟ ଏପ୍ରିଲ ୨୯ ତାରିଖରେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବ ମେଦିନୀପୁରର ପ୍ରସିଦ୍ଧ ବେଳାଭୂମି ରିସର୍ଟ ଦିଘାରେ ନୂତନ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଏକ ମହାଯଜ୍ଞ ଆଗରେ ଉଭା ହୋଇ ଆହୁତି ପ୍ରଦାନ କରିଥିଲେ। ସେଦିନ ସେଠାରେ ସେ କେବଳ ଏକ ପର୍ଯ୍ୟବେକ୍ଷକ ନ ଥିଲେ, ବରଂ ମୁଖ୍ୟ ଯଜମାନଭାବେ କାର୍ଯ୍ୟ କରି ଦେବତାଙ୍କ ପ୍ରାଣପ୍ରତିଷ୍ଠା ପର୍ଯ୍ୟନ୍ତ ସମସ୍ତ ଧାର୍ମିକ କାର୍ଯ୍ୟକୁ ତଦାରଖ କରିଥିଲେ। ଦିଘା ଜଗନ୍ନାଥ ମନ୍ଦିରର ବିଗ୍ରହ ପଥରରେ ନିର୍ମିତ … Continue reading ଜଗନ୍ନାଥଙ୍କୁ ନେଇ ପଶ୍ଚିମବଙ୍ଗର ପୁଣି ହୀନ ରାଜନୀତି
Copy and paste this URL into your WordPress site to embed
Copy and paste this code into your site to embed