Politics of temple administration ।। ଶ୍ରୀମନ୍ଦିର ପ୍ରଶାସନର ରାଜନୀତି

ଚାରିଆଡ଼େ ରଥଯାତ୍ରାର ପରିବେଶ। କିଏ ପ୍ରସ୍ତୁତ ହେଉଛି ନବଯୌବନ ବେଶ ଦେଖିବାକୁ ପୁରୀ ଯିବେ; ଆଉ କିଏ ରଥଯାତ୍ରା। ପୁଣି କାହାର ରଥ ଟାଣିବାକୁ ମନ ତ ଆଉ କାହାର ଜଗାର ବାଙ୍କ ଚାହାଣୀର ଝଲକ ପାଇବାକୁ ବ୍ୟାକୁଳ। ବ୍ୟବସାୟିକ ଗୋଷ୍ଠୀ ତ ନିଜର ବ୍ୟବସାୟ ବଢ଼ାଇବା, ଲୋକ ସମାଗମରେ ନିଜ ବ୍ରାଣ୍ଡର ପ୍ରଚାର କିପରି ହେବ ସେ ବିଷୟରେ ଚିନ୍ତା ଚାଲିଛି। ହେଲେ ସବୁରି ମୂଳରେ ଖେଳ ଖେଳୁଛି ଶ୍ରୀମନ୍ଦିର ପ୍ରଶାସନ। ନିଜ ପ୍ରତିଛବିକୁ ସ୍ୱଚ୍ଛ … Continue reading Politics of temple administration ।। ଶ୍ରୀମନ୍ଦିର ପ୍ରଶାସନର ରାଜନୀତି