ସରକାରଙ୍କ ଆହ୍ୱାନକୁ ମାନୁ ନାହାନ୍ତି ରାଜନେତା

Destination Wedding: ସାଧାରଣ ଲୋକ ହୁଅନ୍ତୁ କି ଅଭିନେତା ବା ରାଜନେତା, ସମସ୍ତେ ଡେଷ୍ଟିନେସନ ୱେଡିଙ୍ଗ କରିବା ପାଇଁ ପସନ୍ଦ କରୁଛନ୍ତି। ସୁନ୍ଦର ଲୋକେସନ ସହ ଅପୂର୍ବ ସାଜସଜ୍ଜାରେ ନିଜ ବିବାହର ଦିନକୁ ଆହୁରି ସ୍ପେସିଆଲ କରିବାକୁ ଚେଷ୍ଟା କରନ୍ତି। ହେଲେ ସେପଟେ ରାଜ୍ୟ ସରକାର ଓଡ଼ିଶା ବାହାରେ ବିବାହ ନ କରି ସମସ୍ତଙ୍କୁ ଆମ ଓଡ଼ିଶାରେ ଥିବା ପ୍ରାକୃତିକ, ନୈସଗ୍ରୀକ ଏବଂ ମନରୋମ ସ୍ଥାନରେ ବିବାହ କରିବା ପାଇଁ ଆହ୍ୱାନ ଦେଇଥିଲେ। ଓଡ଼ିଶାରେ ମଧ୍ୟ ବାହାର … Continue reading ସରକାରଙ୍କ ଆହ୍ୱାନକୁ ମାନୁ ନାହାନ୍ତି ରାଜନେତା