Politically foolish bobby ।। ମହାମୁର୍ଖ ବବି

ରାଜନୀତି କୌଣସି ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟ ଦ୍ୱାରା ଚାଲେ ନାହିଁ। ଏହା ଚାଲେ ଅନୁଭବ, ସମୟ ବୁଝିବା କ୍ଷମତା, ପ୍ରତିପକ୍ଷଙ୍କ ଚାଲ୍ ପଢ଼ିବା ଶକ୍ତି ଓ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ନିଜ ଅହଂକାରକୁ ଜ୍ଞାନରେ ନିୟନ୍ତ୍ରଣ କରିବା । ଯେଉଁଠି ଏହି ଶିକ୍ଷା ନ ଥାଏ, ସେଠି ନେତା ନିଜେ ନିଜର ଶତ୍ରୁ ପାଲଟିଯାଏ। ରାଜ୍ୟ ରାଜନୀତିରେ ସେହିଭଳି ଅନେକ ରାଜନତା ଅଛନ୍ତି। କିନ୍ତୁ ଓଡ଼ିଶା ରାଜନୀତିର ଏବେର ଚର୍ଚ୍ଚିତ ନାଁ ହେଲେ ପ୍ରଣବ ପ୍ରକାଶ ଦାସ ଓରଫ ବବି … Continue reading Politically foolish bobby ।। ମହାମୁର୍ଖ ବବି