ରାଜ୍ୟରେ ଏବେବି ଚାଲିଛି ବିଜେଡି ଶାସନ ।। Political Transition

୨୦୨୪ ନିର୍ବାଚନ ପରେ ଓଡ଼ିଶାର ଶାସନ କ୍ଷମତାରେ ଆସିଥିବା ନୂଆ ସରକାରଙ୍କଠାରୁ ଲୋକମାନେ ଯେଉଁ ପରିବର୍ତ୍ତନର ଆଶା କରିଥିଲେ, ସେହି ଆଶା ଏପର୍ଯ୍ୟନ୍ତ ମାଟିରେ ପାଦ ଦେଇପାରିନାହିଁ । ଶାସନର ନାମ ବଦଳିଛି, କିନ୍ତୁ ଢାଞ୍ଚା, ଧାରା ଓ ପ୍ରଶାସନିକ ମନୋଭାବ ଅଧିକାଂଶରେ ପୁରୁଣା ରହିଯାଇଛି । ସରକାର ବଦଳିଲେ ମଧ୍ୟ ପ୍ରଶାସନିକ ଶକ୍ତିକେନ୍ଦ୍ର, ନିଯୁକ୍ତି ପ୍ରକ୍ରିୟା, ଦାୟିତ୍ୱ ବଣ୍ଟନ ଓ ନୀତି ରୂପାୟଣରେ ପୁରୁଣା ଶାସନର ପ୍ରଭାବ ଏବେବି ସ୍ପଷ୍ଟ। ରାଜ୍ୟର ବିଭିନ୍ନ ସ୍ତରରେ ଆଜି … Continue reading ରାଜ୍ୟରେ ଏବେବି ଚାଲିଛି ବିଜେଡି ଶାସନ ।। Political Transition