ବିଜେଡିର ବିଭାଜିତ ଆଭିମୁଖ୍ୟକୁ ନେଇ ରାଜନୈତିକ ଝଡ଼; ଡିଲ୍ ଅଭିଯୋଗ ଆଣିଲା କଂଗ୍ରେସ

BJD: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଓଡ଼ିଶା କଂଗ୍ରେସ ବିଜେଡିକୁ ଟାର୍ଗେଟ କରି ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ବୁଝାମଣା ଜାରି ରହିଥିବା ସନ୍ଦେହକୁ ଦୃଢ଼ କରିଛି। ସଂସଦରେ ୱାକଫ୍ ସଂଶୋଧନ ବିଲ୍ ୨୦୨୫ ପାରିତ ହୋଇଥିଲେ ହେଁ ରାଜ୍ୟସଭାରେ ବିଜୁ ଜନତା ଦଳ ସାଂସଦ ସସ୍ମିତ ପାତ୍ରଙ୍କ ଭୋଟ୍ ପରେ ଓଡ଼ିଶାରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ବିଜେଡିର ଆଭିମୁଖ୍ୟକୁ ନେଇ କଂଗ୍ରେସ ଦଳ ତୀବ୍ର ସମାଲୋଚନା କରିବା ସହ ଏହାକୁ ନେଇ ବ୍ୟାପକ … Continue reading ବିଜେଡିର ବିଭାଜିତ ଆଭିମୁଖ୍ୟକୁ ନେଇ ରାଜନୈତିକ ଝଡ଼; ଡିଲ୍ ଅଭିଯୋଗ ଆଣିଲା କଂଗ୍ରେସ