SIR ନେଇ ଦେଶରେ ବଢୁଛି ରାଜନୈତିକ ତୁଫାନ || Political storm is growing in the country over SIR

SIR କୁ ନେଇ ଦେଶରେ ବଢୁଛି ରାଜନୈତିକ ତର୍କ: ଭୋଟର ଲିଷ୍ଟରୁ ନାଁ କଟିଲେ ବନ୍ଦ ହେବ କି ସରକାରୀ ସୁବିଧା? ଭାରତୀୟ ରାଜନୀତିରେ “Special Intensive Revision (SIR)” ଏବେ ଏକ ବଡ଼ ଚର୍ଚ୍ଚାର ବିଷୟ ହୋଇଯାଇଛି। ଭୋଟର ତାଲିକାର ଯାଞ୍ଚ ଓ ଶୁଦ୍ଧିକରଣ ପାଇଁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଏବେ କେବଳ ନିର୍ବାଚନୀ ମାମଲାରେ ସୀମିତ ରହିନାହିଁ। ପଶ୍ଚିମବଙ୍ଗ ଓ ବିହାରରେ ଏହାକୁ ସରକାରୀ କଳ୍ୟାଣ ଯୋଜନା ସହ ଯୋଡ଼ିବା ନେଇ ନୂଆ … Continue reading SIR ନେଇ ଦେଶରେ ବଢୁଛି ରାଜନୈତିକ ତୁଫାନ || Political storm is growing in the country over SIR