Political message in Padma Awards || ପଦ୍ମ ପୁରସ୍କାରରେ ରାଜନୈତିକ ବାର୍ତ୍ତା

ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନମାନଙ୍କ ମଧ୍ୟରୁ ପଦ୍ମ ପୁରସ୍କାର ସଦା ମାତ୍ର ଗୌରବର ପ୍ରତୀକ ନୁହେଁ; ଏହା ଅନେକ ସମୟରେ ରାଜନୀତିର ଏକ ନିରବ ଭାଷା ମଧ୍ୟ। କେନ୍ଦ୍ର ସରକାର ରବିବାର ଘୋଷଣା କରିଥିବା ୨୦୨୬ ମସିହାର ପଦ୍ମ ପୁରସ୍କାର ତାଲିକାକୁ ଗଭୀର ଭାବରେ ଦେଖିଲେ ଏହା ସ୍ପଷ୍ଟ ହୋଇଯାଏ ଯେ ଏହି ସମ୍ମାନଗୁଡ଼ିକ କେବଳ ବ୍ୟକ୍ତିଗତ ଅବଦାନର ସ୍ୱୀକୃତି ନୁହେଁ, ବରଂ ଆଗାମୀ ନିର୍ବାଚନ, ଆଞ୍ଚଳିକ ସମୀକରଣ ଓ ରାଜନୈତିକ ସନ୍ତୁଳନକୁ ନଜରରେ ରଖି ଗଢ଼ାଯାଇଥିବା … Continue reading Political message in Padma Awards || ପଦ୍ମ ପୁରସ୍କାରରେ ରାଜନୈତିକ ବାର୍ତ୍ତା