Political Hide-and-Seek: BJP is Boosting Naveen’s Significance! II ରାଜନୈତିକ ଲୁଚକାଳି: ବିଜେପି ନବୀନଙ୍କ ଗୁରୁତ୍ୱ ବଢ଼ାଉଛି!

୨୦୨୪ ସାଧାରଣ ନିର୍ବାଚନ ପରଠାରୁ ଓଡ଼ିଶା ରାଜନୀତିରେ ଏକ ଅଜବ, ରହସ୍ୟଜନକ ସ୍ଥିତି ଦେଖିବାକୁ ମିଳୁଛି। ଗୋଟିଏ ପଟେ ବିଜେଡି ଏବଂ ଏହାର ସଭାପତି ନବୀନ ପଟ୍ଟନାୟକ ନିର୍ବାଚନ ପରାଜୟ ପରେ ଏକ ପ୍ରକାରର ‘ବନବାସ’ରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ, ଅନ୍ୟପଟେ ଏକ ବଡ଼ ଚର୍ଚ୍ଚା ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବ୍ୟାପିବାରେ ଲାଗିଛି। ଆଉ ସେଇ ଚର୍ଚ୍ଚାଟି ହେଲା—ବର୍ତ୍ତମାନର ଶାସକ ଦଳ ଅର୍ଥାତ୍ ବିଜେପି ହିଁ ନବୀନ ପଟ୍ଟନାୟକ ଏବଂ ବିଜେଡିର ଗୁରୁତ୍ୱକୁ … Continue reading Political Hide-and-Seek: BJP is Boosting Naveen’s Significance! II ରାଜନୈତିକ ଲୁଚକାଳି: ବିଜେପି ନବୀନଙ୍କ ଗୁରୁତ୍ୱ ବଢ଼ାଉଛି!