Police Reforms How safe are women police in the state? ।। ପୋଲିସ ସଂସ୍କାର ଚୁଲିକି ରାଜ୍ୟରେ ମହିଳା ପୋଲିସ କେତେ ସୁରକ୍ଷିତ?

ଏକ ସଭ୍ୟ ଲୋକତନ୍ତ୍ରର ସବୁଠୁ ମୁଖ୍ୟ ଭିତ୍ତିସ୍ଥମ୍ଭ ହେଉଛି- ନାଗରିକଙ୍କ ସୁରକ୍ଷା। ଏବଂ ସେହି ସୁରକ୍ଷା ଯାହାଙ୍କୁ ଦେବାକୁ ଦାୟିତ୍ୱ ଦିଆଯାଇଛି, ସେହି ପୋଲିସ ଯଦି ନିଜେ ହିଂସା, ଅନ୍ୟାୟ ଓ ନିର୍ଯାତନାର ନୂତନ ଚେହେରା ହୋଇଉଠେ, ତେବେ ରାଜ୍ୟର ଆଇନଶୃଙ୍ଖଳା କେତେ ସୁଦୃଢ଼, ତାହା ଅନୁମାନ କରିବାକୁ ବିଶେଷ ଲେଖା–ଯୋଖାର ଆବଶ୍ୟକତା ନାହିଁ। ଓଡ଼ିଶାରେ ଗତ ୩ ବର୍ଷରେ ୧୮ଟି ମହିଳା ପୋଲିସଙ୍କୁ ନିର୍ଯାତନା- ଏକ ସଂଖ୍ୟା ନୁହେଁ, ଏହା ହେଉଛି ଏକ ରାଜ୍ୟର ନଜରେ … Continue reading Police Reforms How safe are women police in the state? ।। ପୋଲିସ ସଂସ୍କାର ଚୁଲିକି ରାଜ୍ୟରେ ମହିଳା ପୋଲିସ କେତେ ସୁରକ୍ଷିତ?