Police not safe in police reserve; Constable’s dead body found || ପୋଲିସ ରିଜର୍ଭରେ ସୁରକ୍ଷିତ ନାହାନ୍ତି ପୋଲିସ; ମିଳିଲା କନଷ୍ଟେବଳଙ୍କ ମୃତଦେହ

ନୟାଗଡ ରିଜର୍ଭ ପୋଲିସ କ୍ୟାମ୍ପସରେ ଜଣେ ପୋଲିସ କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବାରୁ ସାଥୀ କର୍ମଚାରୀଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ ସୃଷ୍ଟି ହୋଇଛି ଏବଂ ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ପ୍ରଶ୍ନ ଉଠିଛି। ସକାଳ ସମୟରେ ରିଜର୍ଭ ପୋଲିସ ବାରାକର ଛାତ ଉପରୁ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ସୁନିଲ ସେଠି, ଯିଏକି ୨୦୨୩ ବ୍ୟାଚର ପୋଲିସ କନଷ୍ଟେବଳ। ସେ ନୟାଗଡ ଜିଲ୍ଲାର ଓଡଗାଁ ଥାନା ଅନ୍ତର୍ଗତ ବେରୁଆବାରି ଗ୍ରାମର ବାସିନ୍ଦା ଥିଲେ। ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ … Continue reading Police not safe in police reserve; Constable’s dead body found || ପୋଲିସ ରିଜର୍ଭରେ ସୁରକ୍ଷିତ ନାହାନ୍ତି ପୋଲିସ; ମିଳିଲା କନଷ୍ଟେବଳଙ୍କ ମୃତଦେହ