୩ ଦିନିଆ ପ୍ରବାସୀ ଭାରତୀୟ ଦିବସ ପାଇଁ ଟ୍ରାଫିକ ଆଡଭାଇଜରୀ ଜାରି କଲା ପୋଲିସ
ଆସନ୍ତା ଜାନୁଆରି ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଥିବାରୁ କମିସନରେଟ୍ ପୁଲିସ ପକ୍ଷରୁ ତିନି ଦିନ ପାଇଁ ଟ୍ରାଫିକ୍ ଚଳାଚଳ ନେଇ ଆଡଭାଇଜରି ଜାରି କରାଯାଇଛି। ପୁଲିସ କମିସନର ସୁରେଶ ଦେବ ଦତ୍ତ ସିଂହ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବା ପାଇଁ ଓଡ଼ିଶା ଆସିବେ। ଭିଆଇପି ଓ ଭିଭିଆଇପିଙ୍କ … Continue reading ୩ ଦିନିଆ ପ୍ରବାସୀ ଭାରତୀୟ ଦିବସ ପାଇଁ ଟ୍ରାଫିକ ଆଡଭାଇଜରୀ ଜାରି କଲା ପୋଲିସ
Copy and paste this URL into your WordPress site to embed
Copy and paste this code into your site to embed