Poison in the Breath: Odisha’s Air Pollution Crisis |ନିଶ୍ୱାସରେ ବିଷ: ଓଡ଼ିଶାର ବାୟୁ ପ୍ରଦୂଷଣ ସଙ୍କଟ

ଦିଲ୍ଲୀର ଆକାଶରେ ବାୟୁର ଗୁଣବତ୍ତାକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି। କିନ୍ତୁ ରାଜ୍ୟର ଆକାଶ ଏବେ ମାତ୍ର ଧୂଳି–ଧୂଆଁରେ ଭରି ନୁହେଁ, ଏହା ଲୋକଙ୍କ ନିଶ୍ୱାସକୁ ଅଟକାଇ ଦେଉଛି। କଟକ, ଜଟଣୀ, କୋଣାର୍କ, ପୁରୀ, ତାଳଚେର—ଏସବୁ ନାମ ଆଜି କେବଳ ସହର କିମ୍ବା ପର୍ଯ୍ୟଟନ ସ୍ଥଳ ନୁହେଁ; ଏହି ସ୍ଥାନଗୁଡ଼ିକ ଓଡ଼ିଶାର ବଢ଼ୁଥିବା ବାୟୁ ପ୍ରଦୂଷଣର ଜୀବନ୍ତ ପ୍ରମାଣ। ନିକଟରେ ମିଳିଥିବା ଏୟାର କ୍ୱାଲିଟି ଇଣ୍ଡେକ୍ସ ତଥ୍ୟ ଦେଖାଉଛି—ରାଜ୍ୟର ଅନେକ ସହର ‘ସିଭିୟର’ ଓ ‘ଅନହେଲଦି’ ଶ୍ରେଣୀରେ … Continue reading Poison in the Breath: Odisha’s Air Pollution Crisis |ନିଶ୍ୱାସରେ ବିଷ: ଓଡ଼ିଶାର ବାୟୁ ପ୍ରଦୂଷଣ ସଙ୍କଟ