ରାଜ୍ୟରେ ଦେଖାଦେଇଥିବା ଏଲପିଜି ବା ରନ୍ଧନ ଗ୍ୟାସ ସଙ୍କଟ ମଧ୍ୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। କଲେଜ ହଷ୍ଟେଲଗୁଡ଼ିକରେ ଯେପରି ରୋଷେଇ କାର୍ଯ୍ୟ ବାଧାପ୍ରାପ୍ତ ନହେବ, ସେଥିପାଇଁ ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନକୁ ପାଇପ୍ ପ୍ରାକୃତିକ ଗ୍ୟାସ ବା ପିଏନଜି ସଂଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୁରୁବାର ଦିନ ବିଭାଗ ପକ୍ଷରୁ ଏହି ସମ୍ପର୍କିତ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ, “ଯେଉଁ ସବୁ ଅଞ୍ଚଳରେ ପିଏନଜି ପାଇପଲାଇନର ଭିତ୍ତିଭୂମି … Continue reading କଲେଜ ଗୁଡ଼ିକରେ ହେବ ପିଏନଜି ସଂଯୋଗ ; ହଷ୍ଟେଲ ପିଲାଙ୍କ ସୁବିଧା ପାଇଁ ସରକାର ଦେଲେ ନିର୍ଦ୍ଦେଶ || PNG connections to be provided in colleges; Government gives instructions for the convenience of hostel students
Copy and paste this URL into your WordPress site to embed
Copy and paste this code into your site to embed