PMO intervenes to resolve issues as 20 mines in Odisha।। ଓଡ଼ିଶାରେ ବନ୍ଦ ଥିବା ୨୦ ଖଣି ସମସ୍ୟାର ସମାଧାନ ପାଇଁ ପିଏମଓର ହସ୍ତକ୍ଷେପ !

ଓଡ଼ିଶାରେ ୨୦ଟି ଖଣି ଏବେ ବି ବନ୍ଦ ରହିଥିବା ବେଳେ, ସମସ୍ୟାର ସମାଧାନ ପାଇଁ ପିଏମଓ କଲା ହସ୍ତକ୍ଷେପ। ରାଜ୍ୟ ସ୍ତରରେ ଏବଂ ପିଏମଓର ପ୍ରଗତି ସେଲ୍ ଦ୍ୱାରା ନିୟମିତ ସମୀକ୍ଷା ସତ୍ତ୍ୱେ ସାତ ବର୍ଷ ମଧ୍ୟରେ ନିଲାମ ହୋଇଥିବା ୪୪ଟି ଅଣ-କୋଇଲା ଖଣି ବ୍ଲକ୍ ମଧ୍ୟରୁ ପ୍ରାୟ ଅଧା ଉତ୍ପାଦନ ଆରମ୍ଭ କରିବାରେ ବିଫଳ ହୋଇଛି। ୨୦୧୬-୧୭ ଏବଂ ୨୦୨୨-୨୩ ମଧ୍ୟରେ ନିଲାମ ହୋଇଥିବା ରାଜ୍ୟର ଅତି କମରେ ୨୦ଟି ଅଣ-କୋଇଲା ଖଣି ବ୍ଲକ୍ ବୈଧାନିକ … Continue reading PMO intervenes to resolve issues as 20 mines in Odisha।। ଓଡ଼ିଶାରେ ବନ୍ଦ ଥିବା ୨୦ ଖଣି ସମସ୍ୟାର ସମାଧାନ ପାଇଁ ପିଏମଓର ହସ୍ତକ୍ଷେପ !