ଆଉ PMO ନୁହେଁ ‘ସେବା ତୀର୍ଥ’ ।। PMO India

ସ୍ୱାଧୀନ ଭାରତର ଇତିହାସ ଏକ ନୂଆ ମୋଡ଼ ନେଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ PMO India (‘ସାଉଥ୍ ବ୍ଲକ୍’) ବିଦାୟ ନେଇ ଏବେ ତାର ନୂତନ ଠିକଣା ‘ସେବା ତୀର୍ଥ’କୁ ସ୍ଥାନାନ୍ତରିତ ହେବ । ଏହି ପରିବର୍ତ୍ତନ ସ୍ୱାଧୀନତା ପରେ ଭାରତର ଇତିହାସରେ ଏକ ସ୍ୱତନ୍ତ୍ର ଅଧ୍ୟାୟ ଆରମ୍ଭ କରୁଛି, ଯାହାର ଲକ୍ଷ୍ୟ ପୁରୁଣା ବ୍ରିଟିଶ କାଳର ଚିହ୍ନକୁ ପରିବର୍ତ୍ତନ କରି ଭାରତୀୟ ସେବାକୁ ପ୍ରଧାନ୍ୟ ଦେବା । ସଂଯୋଗର ଏହି ଦିନର ଐତିହାସିକ ପୃଷ୍ଠଭୂମି ମଧ୍ୟ … Continue reading ଆଉ PMO ନୁହେଁ ‘ସେବା ତୀର୍ଥ’ ।। PMO India