ପିଏମଏୱାଇ ସର୍ଭେରେ ସମସ୍ତ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କୁ ସାମିଲ କରାଯିବ: ମନ୍ତ୍ରୀ ରବି ନାରାୟଣ ନାୟକ

PMAY survey: ପର୍ଯ୍ୟାୟକ୍ରମେ ୨୦୨୬ ଜୁନ୍ ସୁଦ୍ଧା ଶେଷ ହେବାକୁ ଥିବା ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପ ନିର୍ମାଣର ସମୀକ୍ଷା କଲେ ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ଅଧୀନରେ ଚାଲିଥିବା ସର୍ଭେ ସମୟରେ ଉପଯୁକ୍ତ ତଥ୍ୟ ସଂଗ୍ରହ କରି ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗର କାର୍ଯ୍ୟଦକ୍ଷତା ସମୀକ୍ଷା କରି ମନ୍ତ୍ରୀ କହିଛନ୍ତି ଯେ ମାର୍ଚ୍ଚ ଶେଷ ସପ୍ତାହରେ … Continue reading ପିଏମଏୱାଇ ସର୍ଭେରେ ସମସ୍ତ ବାଦ୍ ପଡ଼ିଥିବା ବ୍ୟକ୍ତିଙ୍କୁ ସାମିଲ କରାଯିବ: ମନ୍ତ୍ରୀ ରବି ନାରାୟଣ ନାୟକ