କାହିଁକି ଭୁଟାନ ପ୍ରଧାନମନ୍ତ୍ରୀଙ୍କୁ ଦେଖି ତିନିଥର ହାତ ଯୋଡ଼ିଲେ ମୋଦୀ

Pm Narendra Modi Kept Folding His Hands: ନୂଆଦିଲ୍ଲୀରେ ସ୍କୁଲ୍ ଅଫ୍ ଅଲ୍ଟିମେଟ୍ ଲିଡରସିପ୍‍ର ଉଦ୍‍ଘାଟନୀ ଉତ୍ସବରେ ଭୁଟାନର ପ୍ରଧାନମନ୍ତ୍ରୀ ଦାଶୋ ଶେରିଂ ଟୋଗବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଦକ୍ଷତା ଏବଂ ତାଙ୍କ ସରକାରଙ୍କ ଯୋଜନାକୁ ପ୍ରଶଂସା କରିଥିଲେ। ଭୁଟାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ବଡ଼ ଭାଇ ଏବଂ ପରାମର୍ଶଦାତା ବୋଲି ଉଲ୍ଲେଖ କରି ଭୁଟାନ-ଭାରତ ସମ୍ପର୍କ ଉପରେ ଗୁରୁତ୍ୱାରୋପ କରିଥିଲେ। ଭୁଟାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କର ବଡ଼ ଭାଇ ଏବଂ ପରାମର୍ଶଦାତା ବୋଲି … Continue reading କାହିଁକି ଭୁଟାନ ପ୍ରଧାନମନ୍ତ୍ରୀଙ୍କୁ ଦେଖି ତିନିଥର ହାତ ଯୋଡ଼ିଲେ ମୋଦୀ