ଆଜିଠାରୁ ବିଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ପ୍ୟାରିସରୁ ୱାଶିଂଟନ ଯାତ୍ରାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫ୍ରାନ୍ସ ଓ ଆମେରିକା ଗସ୍ତ ଆଜିଠାରୁ ଆରମ୍ଭ ହୋଇଛି। ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଉଭୟ ଦେଶ ସହ ପ୍ରତିରକ୍ଷା ସହଯୋଗ ଏବଂ ବାଣିଜ୍ୟିକ ଭାଗିଦାରୀ ବୃଦ୍ଧି କରିବା । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଫେବୃଆରି ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସରେ ରହିବେ ଏବଂ ତା’ପରେ ସେ ଆମେରିକା ଯିବେ, ଯେଉଁଠାରେ ସେ ଫେବ୍ରୁଆରି ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ରହିବେ। ପ୍ରଧାନମନ୍ତ୍ରୀ ମୋଦୀ ଫେବୃଆରି ୧୦ ରେ … Continue reading ଆଜିଠାରୁ ବିଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ ପ୍ୟାରିସରୁ ୱାଶିଂଟନ ଯାତ୍ରାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ