ବୁଧବାର ପ୍ରଧାନମନ୍ତ୍ରୀଙ୍କ ମହାକୁମ୍ଭ ଗସ୍ତ; ବୁଡ଼ ପକାଇବେ, ପ୍ରାର୍ଥନା କରିବେ

PM Modi To Visit Maha Kumbh On Wednesday:ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବାହ୍ନ ପ୍ରାୟ ୧୧ଟାରେ ସଙ୍ଗମଠାରେ ପବିତ୍ର ସ୍ନାନ କରିବା ସହ ମା‘ ଗଙ୍ଗାଙ୍କୁ ପୂଜାର୍ଚ୍ଚନା କରିବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୟାଗରାଜରେ ମହାକୁମ୍ଭ ମେଳା ପରିଦର୍ଶନ କରିବେ। ଏହିଦିନ ୧୧ଟାରେ ସେ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ମା’ ଗଙ୍ଗାଙ୍କୁ ପୂଜାର୍ଚ୍ଚନା କରିବା କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ବିଶ୍ୱର ସର୍ବବୃହତ୍‍ ଆଧ୍ୟାତ୍ମିକ … Continue reading ବୁଧବାର ପ୍ରଧାନମନ୍ତ୍ରୀଙ୍କ ମହାକୁମ୍ଭ ଗସ୍ତ; ବୁଡ଼ ପକାଇବେ, ପ୍ରାର୍ଥନା କରିବେ