ମହାକୁମ୍ଭ ସଙ୍ଗମରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି

PM Modi: ମାଘ ଅଷ୍ଟମୀ ଓ ଭୀଷ୍ମ ଅଷ୍ଟମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପ୍ରୟାଗରାଜ ଗସ୍ତକରି ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି। ଗେରୁଆ ସ୍ୱେଟ୍ ସାର୍ଟ ଏବଂ ଟ୍ରାକ୍ ସୁଟ୍ ପିନ୍ଧି ପ୍ରଧାନମନ୍ତ୍ରୀ ମୋଦୀ ତ୍ରିବେଣୀ ସଙ୍ଗମରେ ରୁଦ୍ରାକ୍ଷ ମଣି ଧରି ପୂଜାର୍ଚ୍ଚନା କରିବା ସହ ମନ୍ତ୍ର ଜପ କରିବା ପରେ ନେଭି ନୀଳ ରଙ୍ଗର କୁର୍ତା, କଳା ଜ୍ୟାକେଟ୍ ଏବଂ ହିମାଚଳୀ ଉଲନ ଟୋପି ପିନ୍ଧି ଆରତି ଅର୍ପଣ କରିଥିଲେ। ମିଳିଥିବା … Continue reading ମହାକୁମ୍ଭ ସଙ୍ଗମରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି