PM Modi said on the success of ISRO’s ‘Bahubali’ mission ।। ମହାକାଶରେ ଭାରତର ବଡ଼ ଲମ୍ଫ, ଇସ୍ରୋର ‘ବାହୁବଳୀ’ ମିଶନର ସଫଳତା ଉପରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ମହାକାଶରେ ନିଜର ପ୍ରାଧାନ୍ୟ ପ୍ରମାଣିତ କରିଛି । ISRO ବୁଧବାର ସକାଳ ୮:୫୪ ମିନିଟରେ ଏହାର ସବୁଠାରୁ ଶକ୍ତିଶାଳୀ ରକେଟ୍, ଲଞ୍ଚ ଯାନ ମାର୍କ-୩ (LVM୩-M୬) ବ୍ୟବହାର କରି ଆମେରିକୀୟ କମ୍ପାନୀ AST SpaceMobileର ପରବର୍ତ୍ତୀ ପିଢ଼ିର ଯୋଗାଯୋଗ ଉପଗ୍ରହ, ବ୍ଲୁ ବାର୍ଡ ବ୍ଲକ-୨ କୁ ନିମ୍ନ ପୃଥିବୀ କକ୍ଷପଥ (LEO) ରେ ଉତକ୍ଷେପଣ କରିଛି। ଏହି ମିଶନ ଭାରତ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ପ୍ରମାଣିତ … Continue reading PM Modi said on the success of ISRO’s ‘Bahubali’ mission ।। ମହାକାଶରେ ଭାରତର ବଡ଼ ଲମ୍ଫ, ଇସ୍ରୋର ‘ବାହୁବଳୀ’ ମିଶନର ସଫଳତା ଉପରେ କହିଲେ ପ୍ରଧାନମନ୍ତ୍ରୀ ମୋଦି