ସରକାରୀ ଗସ୍ତ ବେଳେ କୁଏତରେ ଓଡ଼ିଆ ଶ୍ରମିକଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ
PM Modi interacts with Odia worker : କୁଏତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଞ୍ଜାମର ଓଡ଼ିଆ କର୍ମୀମିକ ବବୁଲଙ୍କୁ ଭେଟି ଆମ ଦେଶର ବିକାଶରେ ପ୍ରବାସୀ ଭାରତୀୟଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ବବୁଲ ଗତ ୧୬ ମାସ ହେବ ଗଲ୍ଫ ସ୍ପିକ୍ର ମେଟାଲ ବିଭାଗରେ କାମ କରୁଛନ୍ତି। ପ୍ରଧାନମନ୍ତ୍ରୀ ‘ବିକଶିତ୍ ଭାରତ ୨୦୪୭’ ଦିଗରେ ଏକ ସାମୂହିକ ଜାତୀୟ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଞ୍ଜାମ ଜିଲ୍ଲାର … Continue reading ସରକାରୀ ଗସ୍ତ ବେଳେ କୁଏତରେ ଓଡ଼ିଆ ଶ୍ରମିକଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ
Copy and paste this URL into your WordPress site to embed
Copy and paste this code into your site to embed