PM Modi announces GST reforms in Diwali ।। ସ୍ୱାଧୀନତା ଦିବସରେ ମୋଦୀଙ୍କ ବଡ଼ ଘୋଷଣା: ଦୀପାବଳିରେ ଜିଏସଟିରେ ମିଳିବ ରିହାତି

ସ୍ୱାଧୀନତା ଦିବସରେ ମୋଦୀ ଦେଲେ ବଡ଼ ଉପହାର। ଏଥର ଲୋକମାନେ ଦୁଇଗୁଣ ଦୀପାବଳି ଉପହାର ପାଇବେ ବୋଲି ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଗତ ୮ ବର୍ଷ ମଧ୍ୟରେ ଆମେ ଜିଏସଟି (GST)ରେ ଏକ ବଡ଼ ସଂସ୍କାର କରିଛୁ । ଆମେ ସାରା ଦେଶରେ ଟିକସ ବୋଝ ହ୍ରାସ କରିଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କହିଛନ୍ତି ଯେ, ଦୀପାବଳି ସୁଦ୍ଧା ଦ୍ରବ୍ୟ ଏବଂ ସେବା କର (ଜିଏସଟି)ରେ ପରବର୍ତ୍ତୀ ପିଢ଼ିର … Continue reading PM Modi announces GST reforms in Diwali ।। ସ୍ୱାଧୀନତା ଦିବସରେ ମୋଦୀଙ୍କ ବଡ଼ ଘୋଷଣା: ଦୀପାବଳିରେ ଜିଏସଟିରେ ମିଳିବ ରିହାତି