ୟୁନୁସ-ମୋଦି ସାକ୍ଷାତ ପଛରେ କେଉଁ ଶକ୍ତିର ହାତ ଥିଲା ?
PM Modi: ବ୍ୟାଙ୍କକରେ ବିମ୍ସଟେକ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବାଂଲାଦେଶର ସରକାରର ମୁଖ୍ୟ ପରାମର୍ଶଦାତାଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ଏବେ ଚର୍ଚ୍ଚାରେ ଅଛି । ଗତ ବର୍ଷ ବାଂଲାଦେଶରେ ହିଂସାତ୍ମକ ପ୍ରଦର୍ଶନ ପରେ ଏହା ଉଭୟ ଦେଶର ଶୀର୍ଷ ନେତାଙ୍କ ପ୍ରଥମ ସାକ୍ଷାତ ଥିଲା। ଅଗଷ୍ଟରେ ହୋଇଥିବା ଏହି ପ୍ରଦର୍ଶନ ଯୋଗୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ କେବଳ ପଦ ନୁହେଁ, ଦେଶ ମଧ୍ୟ ଛାଡିବାକୁ ପଡିଥିଲା। ଏହାପରେ ଭାରତ ଓ ବାଂଲାଦେଶ … Continue reading ୟୁନୁସ-ମୋଦି ସାକ୍ଷାତ ପଛରେ କେଉଁ ଶକ୍ତିର ହାତ ଥିଲା ?
Copy and paste this URL into your WordPress site to embed
Copy and paste this code into your site to embed