ଆମେରିକା ଗସ୍ତରେ ‘ବନ୍ଧୁ’ ଟ୍ରମ୍ପଙ୍କୁ ଭେଟିବାକୁ ଆଗ୍ରହୀ ପ୍ରଧାନମନ୍ତ୍ରୀ: ସମ୍ପର୍କ ବଢ଼ାଇବାର ସୁଯୋଗ
Trump: ଫେବୃଆରି ୧୨ ଓ ୧୩ ତାରିଖରେ ଆମେରିକା ଗସ୍ତରେ ଯିବାକୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବନ୍ଧୁ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ଦ୍ୱିପାକ୍ଷିକ ସହଯୋଗର ସଫଳତାକୁ ବିକଶିତ କରିବା ପାଇଁ ତାଙ୍କର ଆମେରିକା ଗସ୍ତ ଏକ ସୁଯୋଗ ହେବ । ପ୍ରଧାନମନ୍ତ୍ରୀ ମୋଦୀ ଆଜିଠାରୁ ତିନି ଦିନିଆ ଫ୍ରାନ୍ସ ଗସ୍ତରେ ଯାଉଛନ୍ତି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ … Continue reading ଆମେରିକା ଗସ୍ତରେ ‘ବନ୍ଧୁ’ ଟ୍ରମ୍ପଙ୍କୁ ଭେଟିବାକୁ ଆଗ୍ରହୀ ପ୍ରଧାନମନ୍ତ୍ରୀ: ସମ୍ପର୍କ ବଢ଼ାଇବାର ସୁଯୋଗ
Copy and paste this URL into your WordPress site to embed
Copy and paste this code into your site to embed