ଆଜି ଆସିବ ପିଏମ୍‍ କିଷାନ୍‍ ଟଙ୍କା, ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ ୨ ହଜାର

ଆଜି ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ଭାରତ ସରକାର ପଠାଇବେ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମର  ଉଦ୍‍ଘାଟନ କରିବେ। କିଷାନ ସମ୍ମାନ ନିଧି ଯୋଜନାରେ ଏହି ଅର୍ଥ ୨୦୧୮ ଡିସେମ୍ବର ମାସରୁ ପ୍ରଦାନ କରାଯାଉଛି। କୃଷକଙ୍କୁ ସେମାନଙ୍କ ଉତ୍ପାଦନରେ ସହାୟକ ହେବା ଲାଗି ଏହି ଅର୍ଥ ପ୍ରଦାନ କରାଯାଉଛି। ଶତ ପ୍ରତିଶତ କେନ୍ଦ୍ର ସରକାରଙ୍କ ସହାୟତାରେ ଏହି ଅର୍ଥ ପ୍ରଦାନ କରାଯାଉଛି। କୃଷି ମନ୍ତ୍ରାଳୟର ସୂଚନା ଅନୁସାରେ ଆଜି ଏହି ଯୋଜନାର ୧୯ତମ … Continue reading ଆଜି ଆସିବ ପିଏମ୍‍ କିଷାନ୍‍ ଟଙ୍କା, ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଯିବ ୨ ହଜାର