BUDGET-2025-26 : ବଢ଼ିବ କି ପିଏମ୍ କୃଷକ ସମ୍ମାନ ନିଧି ଟଙ୍କା? ୬ହଜାରରୁ ହେବ ୮ ହଜାର!

BUDGET-2025: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ପହିଲାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ଗତ ବଜେଟ୍‍ର ଶ୍ରେଷ୍ଠ ନଅଟି ପ୍ରାଥମିକତା ମଧ୍ୟରେ କୃଷି ଅନ୍ୟତମ ଥିଲା। ଏଥର କିଷାନ ସମ୍ମାନ ନିଧି ବୃଦ୍ଧି କରାଯାଇପାରେ ବୋଲି ଅନୁମାନ କରାଯାଉଛି। ଏହାଦ୍ୱାରା ଫସଲ ବୀମା ଯୋଜନାର ପରିସର ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ବଜେଟ୍ ଉପସ୍ଥାପନ କରିବେ। ଏଥର ପିଏମ କିଷାନ ୮,୦୦୦ ଟଙ୍କାକୁ … Continue reading BUDGET-2025-26 : ବଢ଼ିବ କି ପିଏମ୍ କୃଷକ ସମ୍ମାନ ନିଧି ଟଙ୍କା? ୬ହଜାରରୁ ହେବ ୮ ହଜାର!