ଓଡ଼ିଆ ନବବର୍ଷ ପାଇଁ ପ୍ରଧାନମନ୍ତ୍ରୀଙ୍କ ସାରା ଓଡ଼ିଶାକୁ ‘ଓଡ଼ିଆ’ ଶବ୍ଦରେ ଅଭିନନ୍ଦନ || PM greets entire Odisha on the occasion of Odia New Year in the word ‘Odia’

ଚଳିତ ବର୍ଷର ଓଡ଼ିଆ ନବବର୍ଷରେ କେନ୍ଦ୍ରରୁ ଛୁଟିଛି ଅଭିନନ୍ଦନର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ମହା ବିଶୁବ ପଣା ସଂକ୍ରାନ୍ତିର ଶୁଭେଚ୍ଛା ସାରା ଓଡିଶା ବାସୀଙ୍କୁ ଟ୍ୱିଟ ଜରିଆରେ ଜଣାଇଛନ୍ତି । ଏହି ପର୍ବର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱକୁ ଉଜ୍ଜ୍ୱଳ କରି ପ୍ରଧାନମନ୍ତ୍ରୀ ଏହି ପର୍ବକୁ ଭକ୍ତି, ସଦ୍ଭାବ ଏବଂ ଋତୁକାଳୀନ ନବୀକରଣର ପ୍ରତିଫଳନ ବୋଲି ବର୍ଣ୍ଣନା କରିଛନ୍ତି । ସେ ତାଙ୍କ ବାର୍ତ୍ତାରେ ଏହି ପର୍ବକୁ କେବଳ ନୂତନ ବର୍ଷର … Continue reading ଓଡ଼ିଆ ନବବର୍ଷ ପାଇଁ ପ୍ରଧାନମନ୍ତ୍ରୀଙ୍କ ସାରା ଓଡ଼ିଶାକୁ ‘ଓଡ଼ିଆ’ ଶବ୍ଦରେ ଅଭିନନ୍ଦନ || PM greets entire Odisha on the occasion of Odia New Year in the word ‘Odia’