ସେହି ତିନି କାରଣ ଯେଉଁଥିପାଇଁ ବିବାଦରେ ଅଛି ପୂଜାସ୍ଥଳ ଆଇନ

Place of worship act: ଉପାସନା ସ୍ଥଳ ଆଇନ ବିଲ୍ ସଂସଦରେ ଆଗତ ହେବା ପରଠାରୁ ଏହାକୁ ବିରୋଧ କରାଯାଉଛି। ସେତେବେଳେ ବିରୋଧୀ ବିଜେପି କହିଥିଲା ଯେ ବିଲ୍ ଆଣିବାରେ ସଂସଦୀୟ ପରମ୍ପରା ପାଳନ କରାଯାଇନାହିଁ। ଏହି ବିଲ୍ ଆଇନରେ ପରିଣତ ହେବା ପରେ ଏହାକୁ ବିରୋଧ କରିବା ପାଇଁ ଆଉ ଦୁଇଟି କାରଣ ଯୋଡ଼ାଯାଇଥିଲା। ପୂଜାସ୍ଥଳ ଆଇନକୁ ନେଇ ସୁପ୍ରିମକୋର୍ଟରେ ରାଜନୈତିକ ଲଢ଼େଇ ଆରମ୍ଭ ହୋଇଛି। ଗୋଟିଏ ପଟେ ଏହି ଆଇନକୁ ରଦ୍ଦ କରିବା ପାଇଁ … Continue reading ସେହି ତିନି କାରଣ ଯେଉଁଥିପାଇଁ ବିବାଦରେ ଅଛି ପୂଜାସ୍ଥଳ ଆଇନ