Pilots’ union opposes Wall Street report ।। ୱାଲ ଷ୍ଟ୍ରିଟ ରିପୋର୍ଟକୁ ବିରୋଧ କଲା ପାଇଲଟ ମହାସଂଘ
ଆମେରିକାର ପ୍ରକାଶନ ସଂସ୍ଥା ୱାଲ ଷ୍ଟ୍ରିଟ୍ ଜର୍ଣାଲ (ଡବ୍ଲ୍ୟୁଏସ୍) ଏହାର ରିପୋର୍ଟ ପ୍ରକାଶ କରିଛି । ଡବ୍ଲ୍ୟୁଏସ୍ ତାହାର ରିପୋର୍ଟରେ ଅହମଦାବାଦ ବୋଇଁ ବିମାନ ଦୁର୍ଘଟଣା ପାଇଁ ପାଇଲଟ୍ଙ୍କୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିଛି। ବ୍ଲାକ୍ ବକ୍ସରେ କକ୍ପିଟ୍ ଭଏସ୍ ରେକର୍ଡିଂକୁ ଆଧାର କରି ଡବ୍ଲ୍ୟୁଏସ୍ ଉଲ୍ଲେଖ କରିଛି ଯେ ବିମାନର ଜଣେ ପାଇଲଟ୍ ଇଞ୍ଜିନକୁ ଇନ୍ଧନ ଯୋଗାଣ ସୁଇଚ୍ ବନ୍ଦ କରିଦେବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କକ୍ପିଟ୍ ଭଏସ୍ ରେକର୍ଡ ଅନୁଯାୟୀ ବିମାନ ଦୁର୍ଘଟଣା ପୂର୍ବରୁ … Continue reading Pilots’ union opposes Wall Street report ।। ୱାଲ ଷ୍ଟ୍ରିଟ ରିପୋର୍ଟକୁ ବିରୋଧ କଲା ପାଇଲଟ ମହାସଂଘ
Copy and paste this URL into your WordPress site to embed
Copy and paste this code into your site to embed