PIL cannot be filed in Personal cases ।। ବ୍ୟକ୍ତିଗତ ମାମଲା ପିଆଇଏଲରେ ଯିବ ନାହିଁ

ବ୍ୟକ୍ତିଗତ ବିବାଦ କିମ୍ବା ଅଭିଯୋଗର ସମାଧାନ ନିମନ୍ତେ ଜନସ୍ୱାର୍ଥ ମାମଲାକୁ ଗ୍ରହଣ କରାଯାଇପାରିବ ନାହିଁ । ଯେଉଁ ଆବେଦନ ବା ରିଟ୍ ପିଟିସନ୍‌ରେ ଆବଶ୍ୟକ ସୂଚନାର ଅଭାବ ଥାଏ ତଥା ନାଗରିକଙ୍କ ମୌଳିକ ଅଧିକାରକୁ ଉଲ୍ଲଘଂନ ହେବା ଭଳି କିଛି ତଥ୍ୟ ନ ଥାଏ, ସେହି କ୍ଷେତ୍ରରେ ଅଦାଲତ ଏହାକୁ ଜନସ୍ବାର୍ଥ ମାମଲା(ପିଆଇଏଲ) ଭାବେ ଉତ୍ସାହିତ କରିବା ଅନୁଚିତ ବୋଲି ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସେକ ଅମଜାଦଙ୍କ ପକ୍ଷରୁ ପିଆଇଏଲ ଭାବେ ରୁଜୁ … Continue reading PIL cannot be filed in Personal cases ।। ବ୍ୟକ୍ତିଗତ ମାମଲା ପିଆଇଏଲରେ ଯିବ ନାହିଁ