ଗୋପାଳପୁରରେ ୯୮,୮୮୦ କୋଟି ନିବେଶରେ ୫୦ ହଜାର ମେଟ୍ରିକ୍ ଟନ୍ ଟର୍ମିନାଲ ସ୍ଥାପନ କରିବ ପେଟ୍ରୋନେଟ୍ ଏଲଏନଜି

ପେଟ୍ରୋନେଟ୍ ଏଲଏନଜି ଲିମିଟେଡ୍ (ପିଏଲଏଲ) ଗଞ୍ଜାମ ଜିଲ୍ଲାର ଗୋପାଳପୁର ବନ୍ଦରରେ ୫୦ ହଜାର ମେଟ୍ରିକ୍ ଟନ୍ ଜମିଭିତ୍ତିକ ଏଲଏନଜି ଟର୍ମିନାଲ ପ୍ରତିଷ୍ଠା କରିବ, ଯାହା ଦେଶର ପୂର୍ବ ଉପକୂଳରେ ପ୍ରଥମ ଥର ପାଇଁ ଏଭଳି ସୁବିଧା ମିଳିବ। ନିକଟରେ ନୂଆଦିଲ୍ଲୀରେ ଶେଷ ହୋଇଥିବା ଦୁଇଦିନିଆ ନିବେଶକ ସମ୍ମିଳନୀରେ ରାଜ୍ୟ ସରକାର ହାସଲ କରିଥିବା ୯୮,୮୮୦ କୋଟି ଟଙ୍କାର ପୁଞ୍ଜିନିବେଶ ଚୁକ୍ତିର ଏକ ଅଂଶ ଭାବେ ଏହି ପ୍ରକଳ୍ପ କରାଯାଇଛି। ପ୍ରଥମେ ୪ ଏମଏମଟିପିଏ କ୍ଷମତା ବିଶିଷ୍ଟ ଫ୍ଲୋଟିଂ … Continue reading ଗୋପାଳପୁରରେ ୯୮,୮୮୦ କୋଟି ନିବେଶରେ ୫୦ ହଜାର ମେଟ୍ରିକ୍ ଟନ୍ ଟର୍ମିନାଲ ସ୍ଥାପନ କରିବ ପେଟ୍ରୋନେଟ୍ ଏଲଏନଜି