ଲକଡାଉନ ଗୁଜବକୁ ମିଥ୍ୟା ବୋଲି କହି ଖାରଜ କଲେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ । || Petroleum and Natural Gas Minister dismisses lockdown rumours

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଶୁକ୍ରବାର ଦିନ ପଶ୍ଚିମ ଏସିଆ ସଂଘର୍ଷ ମଧ୍ୟରେ ଭାରତରେ ଦେଶବ୍ୟାପୀ ଲକଡାଉନ ହେବାର ଗୁଜବକୁ ଖାରଜ କରିଛନ୍ତି। ସେ ଏପରି ଦାବିକୁ “ସମ୍ପୂର୍ଣ୍ଣ ମିଥ୍ୟା,ଦାବିହୀନ ସହ କ୍ଷତିକାରକ” ବୋଲି କହିଛନ୍ତି। The global situation remains in flux, and we are closely monitoring developments across energy, supply chains, and essential commodities on a real-time basis. Under … Continue reading ଲକଡାଉନ ଗୁଜବକୁ ମିଥ୍ୟା ବୋଲି କହି ଖାରଜ କଲେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ । || Petroleum and Natural Gas Minister dismisses lockdown rumours