ଯୁଦ୍ଧ ଡ଼ରରେ ଭିଡ଼ ହେଲା ତେଲଟାଙ୍କି | petrol pumps rumours of price rise
ଓଡ଼ିଶାରେ ପଶିଲା ସମରର ତାତି | ଦରଦାମ ବଢିବା ଆଶଙ୍କାରେ ଛାନିଆ ରାଜ୍ୟବାସୀ | ଶନିବାରଠୁ ବଢିଛି LPG ଦର | ତେଣେ ଗ୍ୟାସ ପରେ ଏବେ ପେଟ୍ରୋଲ ଓ ଡ଼ିଜେଲର ଦ୍ୱାରା ବଢିବା ଆଶଙ୍କା ଘୁରାଇଛି ଖାଉଟି ମୁଣ୍ଡ | ଇସ୍ରାଏଲ-ଇରାନ ଯୁଦ୍ଧ ଓଡିଶାକୁ ପ୍ରଭାବିତ କରିଛି ! ମୂଲ୍ୟ ବୃଦ୍ଧି ଗୁଜବ ମଧ୍ୟରେ ରାଜ୍ୟର ପେଟ୍ରୋଲ ପମ୍ପରେ ଦେଖିବାକୁ ମିଳିଛି ଲମ୍ବା ଧାଡ଼ି | ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ଦେଶରେ ଏଲପିଜି ସିଲିଣ୍ଡର … Continue reading ଯୁଦ୍ଧ ଡ଼ରରେ ଭିଡ଼ ହେଲା ତେଲଟାଙ୍କି | petrol pumps rumours of price rise
Copy and paste this URL into your WordPress site to embed
Copy and paste this code into your site to embed