ପାକିସ୍ତାନରେ ଲିଟର ପିଛା ୫୦୦ ଟପିଲା ପେଟ୍ରୋଲ-ଡିଜେଲ ମୂଲ୍ୟ || Petrol, diesel prices cross Rs 500 per liter in Pakistan

ଇରାନ ଯୁଦ୍ଧ ଯୋଗୁଁ ଦେଖା ଦେଇଛି ବିଶ୍ୱ ଶକ୍ତି ସଙ୍କଟ । ୨୮ ଫ୍ରେବୃଆରୀ ରେ ଆରମ୍ଭ ହୋଇଥିବା ଏହି ଯୁଧ୍ୟ ପାଇଁ ବିଶ୍ୱର ବିଭିର୍ଣ୍ଣ ରାଷ୍ଟ୍ରରେ ହୁ ହୁ ହୋଇ ବଢି ଚାଲିଛି ମାହାଙ୍ଗା । ତେବେ ଏନେଇ ପାକିସ୍ତାନ ସରକାର ଗୁରୁବାର ଇନ୍ଧନ ମୂଲ୍ୟରେ ପୁଣି କରିଛନ୍ତି ବ୍ୟାପକ ବୃଦ୍ଧି । ଏନେଇ ଦେଶର ପେଟ୍ରୋଲିୟମ୍ ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ଉଲ୍ଲେଖ କହିଛନ୍ତି । ତେବେ ନୂତନ ମୂଲ୍ୟ ପେଟ୍ରୋଲ ମୂଲ୍ୟରେ ୪୨.୭ … Continue reading ପାକିସ୍ତାନରେ ଲିଟର ପିଛା ୫୦୦ ଟପିଲା ପେଟ୍ରୋଲ-ଡିଜେଲ ମୂଲ୍ୟ || Petrol, diesel prices cross Rs 500 per liter in Pakistan