ବଢ଼ିଲା ପେଟ୍ରୋଲ ମୂଲ୍ୟ, ଜାଣନ୍ତୁ ହେଲା ନୂଆ ଦର..।। Petrol Diesel Price

ଆଜି ମଙ୍ଗଳବାର, ଫେବୃଆରୀ ୧୭ ତାରିଖରେ ପ୍ରତିଦିନର ଭଳି ନୂତନ ପେଟ୍ରୋଲ ଓ ଡିଜେଲ ଦର ଜାରି ହୋଇଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟର ଉତ୍ତାର-ଚଢାଉକୁ ଆଧାର କରି ଦେଶରେ ଇନ୍ଧନ ମୂଲ୍ୟ ନିର୍ଣ୍ଣୟ ହୋଇଥାଏ। କିଛି ସହରରେ ଦର ସ୍ଥିର ରହିଥିବା ବେଳେ ଅନ୍ୟ କିଛି ସ୍ଥାନରେ ସାନାପାଇଁ ବୃଦ୍ଧି ଦେଖିବାକୁ ମିଳିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ପେଟ୍ରୋଲ ଦର ଲିଟର ପିଛା ୧୦୧.୩୫ ଟଙ୍କା ରହିଛି, ଯେଉଁଥିରେ ଡିଜେଲ ଦର ୯୨.୯୨ ଟଙ୍କା … Continue reading ବଢ଼ିଲା ପେଟ୍ରୋଲ ମୂଲ୍ୟ, ଜାଣନ୍ତୁ ହେଲା ନୂଆ ଦର..।। Petrol Diesel Price