୧୦ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ; ଆହୁରି ବଢ଼ିବ ଦାମ୍ ! || Petrol and diesel prices hiked for the fourth time in 10 days; prices will increase further!

ବିଶ୍ୱବ୍ୟାପୀ ଅଶୋଧିତ ତୈଳର ଉଚ୍ଚ ମୂଲ୍ୟ ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ଦୁର୍ବଳତା ମଧ୍ୟରେ, ସରକାରୀ କ୍ଷେତ୍ରର ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ସୋମବାର ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି । ଗତ ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି । ଦୀର୍ଘ ସମୟ ପରେ, ଗତ ମେ ୧୫ ତାରିଖରେ ତେଲ ମୂଲ୍ୟ ପ୍ରଥମେ ବୃଦ୍ଧି କରାଯାଇଥିଲା … Continue reading ୧୦ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ; ଆହୁରି ବଢ଼ିବ ଦାମ୍ ! || Petrol and diesel prices hiked for the fourth time in 10 days; prices will increase further!