ବିବାହକୁ ଅବୈଧ ଘୋଷଣା କରାଯାଇଥିଲେ ମଧ୍ୟ ହିନ୍ଦୁ ବିବାହ ଆଇନ, ୧୯୫୫ ଅନୁଯାୟୀ ସ୍ଥାୟୀ ଭରଣପୋଷଣ ଓ ଅନ୍ତରୀଣ ଭରଣପୋଷଣ ପ୍ରଦାନ କରାଯାଇପାରିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ୧୯୫୫ ଆଇନର ଧାରା ୧୧ ଅନୁଯାୟୀ ଯେଉଁ ପତ୍ନୀଙ୍କ ବିବାହକୁ ଅବୈଧ ଘୋଷଣା କରାଯାଇଛି, ସେ ୧୯୫୫ ଆଇନର ଧାରା ୨୫କୁ ପ୍ରୟୋଗ କରି ଅନ୍ୟ ଜୀବନସାଥୀଙ୍କଠାରୁ ସ୍ଥାୟୀ ଭରଣପୋଷଣ କିମ୍ବା ଭରଣପୋଷଣ ପାଇବାକୁ ଅଧିକାର ରଖିଛନ୍ତି। ସ୍ଥାୟୀ ଭରଣପୋଷଣର ଏଭଳି ରିଲିଫ୍ ପ୍ରଦାନ କରାଯାଇପାରିବ କି … Continue reading ହିନ୍ଦୁ ବିବାହ ଆଇନ ଅନୁଯାୟୀ ଛାଡ଼ପତ୍ର ହୋଇଥିଲେ ମଧ୍ୟ ସ୍ଥାୟୀ ଭରଣପୋଷଣ ଓ ଅନ୍ତରୀଣ ଭରଣପୋଷଣ ପ୍ରଦାନ କରାଯାଇପାରିବ: ସୁପ୍ରିମକୋର୍ଟ
Copy and paste this URL into your WordPress site to embed
Copy and paste this code into your site to embed