People are laughing at the BJD’s crocodile cry! ।। ବିଜେଡ଼ିର କୁମ୍ଭୀର କାନ୍ଦଣା ଦେଖି ହସୁଛନ୍ତି ଲୋକେ !

ବିଜେଡ଼ିର କୁମ୍ଭୀର କାନ୍ଦଣା ଦେଖି ହସୁଛନ୍ତି ଲୋକେ । କେଉଁ ବିଜେଡି ବିଧାୟକଙ୍କ ସମ୍ପର୍କୀୟ ସମୀର ସାହୁ ? ଏହି ବିଧାୟକ ପୁଣି ଜଣେ ପୂର୍ବତନ ମନ୍ତ୍ରୀ । ତତ୍କାଳୀନ ସରକାର ଏବଂ ବିଜୁ ଜନତା ଦଳର ପ୍ରଭାବରେ ସମୀର ସାହୁ ବାଲେଶ୍ଵର ଫକୀର ମୋହନ ସୟଂ ଶାସିତ କଲେଜକୁ ବଦଳି ହୋଇଥିଲେ । ଜଣେ ଜୁନିଅର ଅଧ୍ୟାପକ ହୋଇଥିଲେ ହେଁ ତାଙ୍କୁ ଏଜୁକେସନ ବିଭାଗର ମୁଖ୍ୟ କରାଯାଇଥିଲା । ଏବେ ବିଜୁ ଜନତା ଦଳ ନେତାଙ୍କ … Continue reading People are laughing at the BJD’s crocodile cry! ।। ବିଜେଡ଼ିର କୁମ୍ଭୀର କାନ୍ଦଣା ଦେଖି ହସୁଛନ୍ତି ଲୋକେ !