NEET ପ୍ରଶ୍ନପତ୍ର ଲିକ୍ ମାମଲା ଏବଂ ଶିକ୍ଷା ମନ୍ତ୍ରଣାଳୟ ବିରୋଧରେ କୋକ୍ରୋଚ୍ ଜନତା ପାର୍ଟି ଏବଂ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ଆହୂତ ‘ସଂସଦ ଚଲୋ ମାର୍ଚ୍ଚ’ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଚାଲିଥିବା ଅଟକଳ ଉପରେ ବିରାମ ଲଗାଇଛି ଦିଲ୍ଲୀ ପୋଲିସ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରେ ସୁରକ୍ଷା ବଳ ‘ପେଲେଟ୍ ଗନ୍’ ଏବଂ ‘ଇଲେକ୍ଟ୍ରିକ୍ ଷ୍ଟନ୍ ଗନ୍’ ବ୍ୟବହାର କରିଥିବା ନେଇ CJP ପକ୍ଷରୁ ଆଣାଯାଇଥିବା ସମସ୍ତ ଅଭିଯୋଗକୁ ଦିଲ୍ଲୀ ପୋଲିସ ସମ୍ପୂର୍ଣ୍ଣ ଭିତ୍ତିହୀନ, ମିଥ୍ୟା … Continue reading ‘ପ୍ରଦର୍ଶନକାରୀଙ୍କ ଉପରେ ଚାଲିନି ପେଲେଟ୍ ଗନ୍, ଆମ ପାଖରେ ଏହା ନାହିଁ କି ବ୍ୟବହାର ହୋଇନି’: CJP ର ଅଭିଯୋଗକୁ ଖଣ୍ଡନ କଲା ଦିଲ୍ଲୀ ପୋଲିସ || ‘Pellet guns were not used on protesters, we do not have them or have not used them’: Delhi Police refutes CJP’s allegations
Copy and paste this URL into your WordPress site to embed
Copy and paste this code into your site to embed