୭ ଡିସେମ୍ବର,୧୯୪୧ ସକାଳ ୭:୫୫ (ସ୍ଥାନୀୟ ସମୟ), ପ୍ରଶାନ୍ତ ମହାସାଗରରେ ହାୱାଇ ଦ୍ୱୀପ ନିକଟରେ ପର୍ଲ ହାର୍ବରରେ ନିୟୋଜିତ ଆମେରିକୀୟ ନୌସେନାର ଯୁଦ୍ଧଜାହାଜ ଯୁଏସଏସ ଆରିଜୋନାରେ ସାଧାରଣ ଦିନ ପରି କାର୍ଯ୍ୟକଳାପ ଚାଲିଥିଲା। ହଠାତ୍ ଆକାଶରେ ଜାପାନର ଗୋଟିଏ ବୋମାବର୍ଷୀ ଯୁଦ୍ଧ ବିମାନ ଦ୍ରୁତ ଗତିରେ ତଳକୁ ଖସିବାକୁ ଆରମ୍ଭ କରିଥିଲା । କେହି କିଛି ବୁଝିବା ଆଗରୁ ପ୍ରାୟ ୨୦୦ ଜାପାନୀ ଫାଇଟର ଜେଟ୍, ଯେଉଁଥିରେ ଟର୍ପିଡୋ ବିମାନ, ବୋମାବର୍ଷୀ ଓ ଯୁଦ୍ଧ ବିମାନ ଥିଲା, … Continue reading Pearl Harbor, Operation Spider Web and World War III ପର୍ଲ ହାର୍ବର,ଅପରେସନ୍ ସ୍ପାଇଡର ୱେବ୍ ଏବଂ ତୃତୀୟ ବିଶ୍ୱଯୁଦ୍ଧ
Copy and paste this URL into your WordPress site to embed
Copy and paste this code into your site to embed