ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନୂଆ ଫନ୍ଦା! || PCC President Bhakta Charan Das’ new trap!

ବେକାର ଯୁବକଙ୍କ ‘ଚକୋଲେଟ୍ ଖର୍ଚ୍ଚ’ରୁ ଚାନ୍ଦା ଆହ୍ୱାନକୁ ନେଇ ରାଜନୀତି ତେଜ; ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବକ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ଏକ ସମ୍ପ୍ରତିକ ବକ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ନୂଆ ବିବାଦ ଆରମ୍ଭ ହୋଇଛି। ବେକାର ଯୁବକମାନଙ୍କ ଠାରୁ ଛୋଟ ଛୋଟ ଅର୍ଥ ସଂଗ୍ରହ କରି ଆନ୍ଦୋଳନ ଏବଂ ସଂଗଠନକୁ ଶକ୍ତିଶାଳୀ କରିବାକୁ ନେଇ ତାଙ୍କର ଆହ୍ୱାନ ଉପରେ … Continue reading ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନୂଆ ଫନ୍ଦା! || PCC President Bhakta Charan Das’ new trap!